ରାଜଧାନୀରେ ହେବ ‘ନଗର ବନ’: କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲା ରାଜ୍ୟ

ନୂଆବର୍ଷରୁ ଖୋଲିବ ଔଷଧୀୟ ବୃକ୍ଷ ଜ୍ଞାନ କେନ୍ଦ୍ର,୪୩ ଏକର ପରିମିତ ଜାଗା ଚିହ୍ନଟ ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାତ୍ରପଡ଼ାରେ ପ୍ରତିଷ୍ଠା ହେବ ନଗର ବନ। ଏହି ଅଞ୍ଚଳରେ ଖାଲିଥିବା ୪୩ ଜମିରେ ବ୍ୟାପକ ବୃକ୍ଷରୋପଣ କରି ନଗର ବନ ସୃଷ୍ଟି କରାଯିବ। ନିମ୍ବ, କରଞ୍ଜ, ବାଉଁଶ, ବର ପରି ବୃକ୍ଷରୋପଣ ହେବ। ଜନସାଧାରଣଙ୍କୁ ଯେପରି ଅମ୍ଳଜାନ ମିଳି ପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ। ପର୍ଯ୍ୟଟକଙ୍କ ବୁଲିବା ଲାଗି ନଗର … Continue reading ରାଜଧାନୀରେ ହେବ ‘ନଗର ବନ’: କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲା ରାଜ୍ୟ